Pratidin TV

Odisha's Digital News Platform

ସ୍ୱାମୀଙ୍କ ଡ଼ିର୍ଭୋସ ବିଷୟରେ ଜାଣି କାହିଁକି ସାମ୍ବାଦିକା ମଧୁମିତା କରିଥିଲେ ବିବାହ ? କେବଳ ଟଙ୍କା ନା ପ୍ରେମରେ ଅନ୍ଧ ଥିଲେ ମଧୁ..

1 min read

ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ଘଟଣା ଏବେ ଦିନକୁ ଦିନ ରହସ୍ୟ ଘେରକୁ ଯାଉଛି । ମୃତ୍ୟୁ ପୂର୍ବରୁ ମଧୁ କରିଥିବା ଭିଡିଓରେ ସେ ତାଙ୍କ ପୂର୍ବ ସ୍ତ୍ରୀର ଡିଭୋର୍ସ କଥା ଜାଣିନଥିବା କହିଥିଲେ ମଧୁ କିନ୍ତୁ ବର୍ତ୍ତମାନ ତାଙ୍କ କଲ୍ ରେକଡିଂ କିଛି ଅଲଗା ତଥ୍ୟ ଦେଉଛି ବୋଲି କହିଛନ୍ତି ଆଉଭୋକେଟ୍ ବ୍ୟୋମକେଶ ତ୍ରୀପାଠି । ମଧୁ ବିବାହ ପୂର୍ବରୁ ତାଙ୍କ ସଉତୁଣୀ ଲୋପାମୁଦ୍ରା ଦାସଙ୍କ ସହ କଥା ହୋଇଥିଲେ । ଆଉ ବିବାହ ପରେ ଶ୍ରୀଧରଙ୍କ ସହ କଶ୍ମୀର ବୁଲିବାକୁ ଯାଇ ସେସବୁ ଫଟୋ ମଧୁ ଶ୍ରୀଧରଙ୍କ ପୂର୍ବ ପତ୍ନୀଙ୍କୁ କାହିଁକି ପଠାଇଥିଲେ ?

Advertisement

Leave a Reply

Your email address will not be published. Required fields are marked *