ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା ; ଖୋଲିଲା ବଡ ଗୁମର , ବ୍ୟୋମକେଶ ଉଠାଇଲେ ବଡ ପରଦା ।
1 min readଭୁବନେଶ୍ୱରରେ ଏକ ଘରୋଇ ୱେବ ଚେନାଲରେ ଚାକିରୀ କରୁଥିବା ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁକୁ ନେଇ ପ୍ରତ୍ୟକ ଦିନ ଫିଟୁଛି ବଡ ବଡ ସସ୍ପେନ୍ସ । ସ୍ୱାମୀ ଶ୍ରୀଧର ଜେନା ପରିକ୍ରିୟା ପ୍ରୀତି ପାଇଂ ମଧୁ ଜୀବନ ହାରିଥିବା ଅଭିଯୋଗ ଆଣିଥିଲା ପରିବାର । ଏହା ସହ ମଧୁ ମଧ୍ୟ ମୃତ୍ୟୁ ପୂର୍ବରୁ ଶ୍ରୀଧରଙ୍କ ଉପରେ ଦୋଷ ଲଗାଇ ଏକ ଭିଡିଓ ଛାଡିଥିଲେ ଯାହା ଆଧାରରେ ପୋଲିସ ଶ୍ରୀଧରଙ୍କୁ ଗିରଫ୍ କରିଥିଲା । କିନ୍ତୁ ସବୁବେଳେ କଣ ଗୋଟେ ପଟେ ଦେଖାଯାଉଥିବା ଘଟଣା ସତ ? ଏନେଇ ମୁହଁ ଫିଟାଇଛନ୍ତି ଆଡଭକେଟ୍ ବ୍ୟୋମକେଶ ତ୍ରୀପାଠି । ମଧୁମିତାଙ୍କ ପରିବାର ପୁରା ସତ କହୁନାହାନ୍ତି ଅନେକ କିଛି ଘଟଣା ସେ ଲୁଚାଇଛନ୍ତି ।
୧- ମଧୁମିତା –ଶ୍ରୀଧରଙ୍କ ସର୍ମ୍ପକ ୫ ବର୍ଷ ନୁହେଁ ୭ ବର୍ଷର .
୨- ମଧୁମିତା ଓ ତାଙ୍କ ପୂର୍ବରୁ ହିଁ ଶ୍ରୀଧରଙ୍କ ଡାଇଭର୍ସ ବିଷୟରେ ଜାଣିଥିଲେ.
୩- ମଧୁମିତା ଶ୍ରୀଧରଙ୍କ ପୂର୍ବପତ୍ନୀ ସହ ୫-୭ ବର୍ଷ ପୂର୍ବରୁ କଥାହୋଇଥିଲେ ।
୪- ଏହା ସହ ମଧୁମିତା –ଶ୍ରୀଧର କଶ୍ମିର ବୁଲିବାକୁ ଯାଇ ତାଙ୍କ ପୂର୍ବ ପତ୍ନୀଙ୍କୁ (ପେଶାରେ ଜଣେ ନର୍ସ) ଫଟୋ ପଠାଇଥିଲେ ।
୫- ଶ୍ରୀଧର ଫ୍ରେବୃଆରୀ ମାସରେ ୭ ଲକ୍ଷର ଲୋନ କରି ବିବାହ କରିଥିଲେ ।
୬- ମଧୁମିତାଙ୍କ ବାପଘର ଇଲେକ୍ଟ୍ରି ବିଲ୍ ମଧ୍ୟ ଶ୍ରୀଧର ଭରୁଥିଲେ ।
୭- ମଧୁଙ୍କ ଭିଡିଓ ଦେଖି ଶ୍ରୀଧର ଫେରାର ନହୋଇ ବରଂ ତୁରନ୍ତ ପୋଲିସ ପାଖକୁ ଯାଇ ସ୍ତ୍ରୀଙଯକ ଲୋକେଶନର ପତାଲଗାଇଥିଲୋ