Pratidin TV

Odisha's Digital News Platform

ସୁର ବାବୁ ପୁରା ନାଟକ କରୁଛନ୍ତି – ଜର୍ଣ୍ଣାଲିଷ୍ଟ ଅର୍ଦ୍ଧେନ୍ଦୁ ଦାସ୍ ।

1 min read

ସୁରବାବୁ ଲୋକଙ୍କ ଆଗରେ ନାଟକ କରୁଛନ୍ତି । ଦୀର୍ଘଦିନର ରାଜନୀତିରେ ସୁର ବାବୁ ନାଟକ କରିଛନ୍ତି ତାହା ସଭିଙ୍କୁ ଦୁଃଖ ଦେଇଛି । କାରଣ ସୁର ବାବୁଙ୍କ ପୁଅ ବିଜେଡିରେ ଯୋଗ ଦେବା ପରେ ସେ ଇସ୍ତଫା ଦେଇଥିଲେ । ଆଉ କହିଥିଲେ ଯେ ପୁଅର ଏଭଳି କାମ ମୋ ଅନ୍ତରଆତ୍ମାକୁ ବାଧା ଦେଇଛି ।

Advertisement

Leave a Reply

Your email address will not be published. Required fields are marked *