Pratidin TV

Odisha's Digital News Platform

ଜୁଲିଙ୍କ ସଂଘର୍ଷମୟ ଜୀବନର ଅକୁହା କଥା: ବାପା ଥରୁଟେ ବି ଲୁଚିକି ଆସିଲେନି, ତାଙ୍କ ଝିଅକୁ ଟିକେ ଦେଖିବାକୁ

1 min read

ଶାରିରୀକ ଗଠନ ଭିନ୍ନକ୍ଷମ କରିଦେଇଛି କିନ୍ତୁ ନିଜର ଇଚ୍ଛା ଶକ୍ତି ଦଇଛି ସକ୍ଷମର ପରିଚୟ । ଦୃଢ ମନୋବଳ ଓ ଇଚ୍ଛାଶକ୍ତି ତାଙ୍କୁ ଆଗକୁ ବଢିବାର ପ୍ରେରଣା ଦେଇଛି ।ଭବିଷ୍ୟତରେ କାହା ଉପରେ ନିର୍ଭରଶୀଳ ନହୋଇ ଜଣେ ଭଲ କଳାକାର ହେବାର ସ୍ୱପ୍ନ ଦେଖିଛନ୍ତି । ଆଉ ତାଙ୍କର ସେହି ଇଚ୍ଛାଶକ୍ତି ଆଜି ସମସ୍ତଙ୍କ ନିକଟରେ ବେଶ୍ ଲୋକପ୍ରିୟ କରିଛି । ହେଲେ ସେହି ସଫଳତା ଭିତରେ ବି ଜୀବନର ହାରଜିତ ଭିତରେ ସେ ବଳି ପଡିଯାଇଛନ୍ତି । ଆଉ ତାଙ୍କର ଜୀବନ ରାସ୍ତା ବେଶ୍ କଣ୍ଟକିତ ଆଉ ସଂଘର୍ଷମୟ । ଲୋକଙ୍କ ସାମ୍ନାରେ ହସି ଖେଳି ଲୋକଙ୍କ ମୁହଁରେ ହସ ଫୁଟାଉଥିବ ସେହି ଝିଅ ଜୁଲି କର । ଆଉ ତାଙ୍କ ନାଁ ଆଗରୁ ଜୋଡି ହୋଇଯାଇଛି ଭିନ୍ନକ୍ଷମ , ସେହି ହସୁଥିବା ଖେଳୁଥିବା ସେହି ଝିଅର ଜୀବନରେ ରହିଛନ୍ତି ଅନେକ ଦୁଃଖ ଆଉ ଯନ୍ତ୍ରଣା । ତେବେ ଚାଲନ୍ତୁ ତାଙ୍କ ମୁହଁରୁ ଶୁଣିବା ସେହି ଅକୁହା କାହାଣୀ ବିଷୟରେ …

Advertisement

Leave a Reply

Your email address will not be published. Required fields are marked *