Pratidin TV

Odisha's Digital News Platform

କଳା ସୁତା ବାନ୍ଧିବା ଦ୍ୱାରା ଦୈନନ୍ଦିନ ଜୀବନର କ’ଣ ପ୍ରଭାବ ପଡିଥାଏ ..

1 min read

ଆମେ ଦୈନନ୍ଦିନ ଜୀବନ ରେ ସମସ୍ୟା ର ମୁକ୍ତି ପାଇବା ନିମନ୍ତେ ବିଭିନ୍ନ ପ୍ରକାର ନୀତି ଅବଲମ୍ବନ କରିଥାନ୍ତି ଯା ମଧ୍ୟରୁ କଳା ସୁତା ବହୁ ପୁରାତନ ଶାସ୍ତ୍ର ମତରେ ମାଧ୍ୟମ ।

୧-କଳା ସୁତା ର ସେହିପରି ଶକ୍ତି ଅଛି ଯାହା ଭାଗ୍ୟକୁ ମଧ୍ୟ ବଦଳେଇବା ସମ୍ଭବ ହୋଇ ଥାଏା

Advertisement

୨-ବୈଜ୍ଞାନିକ ମତରେ କଳା ସୁତା ବ୍ୟବହାର କରିବାରବା ବହୁତ ଲାଭକାରୀ ଅଟୋ

୩- ତନ୍ତ୍ର ବିଦ୍ୟା ଅନୁସାରେ କଳା ସୁତା କୁ ଖରାପ ଶକ୍ତିରୁ ବଞ୍ଚିବା ନିମନ୍ତେ ମହାଉପାୟ ନିମନ୍ତେ ମନାଯାଇଛି ।

୪- ଶାସ୍ତ୍ର ମତରେ ଆସନ୍ତୁ ଜାଣିବା ଶରୀର ରେ କେଉଁ ଅଙ୍ଗରେ ସୁତା ବାନ୍ଧିବା ମଙ୍ଗଳବାର ଦିନ କଳା ସୁତା କୁ ହନୁମାନ ମନ୍ଦିର ରେ ନିଜ ନାମ ଏବଂ ଗୋତ୍ର ରେ ଅଭୀମନ୍ତ୍ରୀତ କରି ଆଣି ହାତ ରେ ବାନ୍ଧିବା ଦ୍ୱାରା ଅପଣଙ୍କର ଅଟକିଥିବା କାର୍ଯ୍ୟ ପୂରଣଆଉ ଅପଣଙ୍କ ଉପରେ ଧନ ର ଆଗମନ ହେବ ।
୫-କଳା ରଙ୍ଗ ର ସୁତା ଭୈରବୀ ମନ୍ଦିର ରୁ ସିନ୍ଦୁର ଲଗାଇ ବାମ ହାତ ରେ ବନ୍ଦାଯାଏତେବେ ଏହା ଆପଣଙ୍କୁ ଖରାପ ଶକ୍ତି ଠାରୁ ବଞ୍ଚାଇଥାଏ ।

୬-ଶନିବାର ଦିନ ହନୁମାନ ଭଗବାନ ଙ୍କ ପାଦରେ ସିନ୍ଦୂର ଲଗାଇ କଳା ସୁତା କୁ ଗଳା ର ଧାରଣ କଲେ ରୋଗ ଠାରୁ ରକ୍ଷା ମିଳିଥାଏା

୭ -ପିଲାଙ୍କ ଉପରେ ଅଶୁଭ ଦୁଷ୍ଟି ରୁମୁକ୍ତି ମିଳିଥାଏା

୮-ବିଚଳିତ ବା ଚଗଲାମୀ ରୁ ଧିରେ ଧିରେ ମୁକ୍ତି ମିଳିଥାଏା

Leave a Reply

Your email address will not be published. Required fields are marked *