Pratidin TV

Odisha's Digital News Platform

ଜୁଏଲାରୀ ଶୋ’ ରୁମ୍‌ରେ ବ୍ଲାଷ୍ଟ ହେଲା ଏସି…୩ଜଣ ହେଲେ ଗୁରୁତର

1 min read

ଜୁଏଲାରୀ ଶୋ’ ରୁମ୍‌ରେ ବ୍ଲାଷ୍ଟ ହେଲା ଏସି | ୩ଜଣ ହେଲେ ଗୁରୁତର | ତେବେ ଏହି ଘଟଣା କର୍ଣ୍ଣାଟକର ବେଲରିସ୍ଥିତ କଲ୍ୟାଣ ଜୁଏଲାରୀ ଶୋ’ ରୁମ୍‌ରେ ଘଟିଛି |

ତେବେ ସୂଚନା ଅନୁସାରେ କଲ୍ୟାଣ ଜୁଏଲାରୀ ଶୋ’ ରୁମ୍‌ରେ ଏସି ମଧ୍ୟରୁ ଗୋଟିଏ ଏସି ହଠାତ ବ୍ଲାଷ୍ଟ କରିଥିଲା | ଯାହାପରେ ଶୋ ରୁମ ପୁରା ଧୁଆଁମୟ ହୋଇଯାଇଥିଲା | ଏବଂ ଏହି ଏସି ବ୍ଲାଷ୍ଟ ଯୋଗୁଁ ଶୋ ରୁମର ଝରକା କାଚ ମଧ୍ୟ ଫାଟିଯାଇଥିଲା | ଏହି ଅଘଟନରେ ୩ ଜଣ ହୋଇଥିଲେ ଗୁରୁତର | ତାଙ୍କୁ ତୁରନ୍ତ ମେଡିକାଲ୍ରେ କରାଯାଇଥିଲା ଭର୍ତ୍ତି |

Advertisement

ଘଟଣା ଟଏରେ ସୂଚନା ପାଇ ପୁଲିସ୍‌ ଓ ଅଗ୍ନିଶମ କମ୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକ ନିୟନ୍ତ୍ରଣକୁ ଆଣିଥିଲେ। ଏହାପରେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *