Pratidin TV

Odisha's Digital News Platform

ପୁରୀରେ କାର୍ତ୍ତିକ ଦେଲେ ଶଙ୍ଖ ଗ୍ୟାରେଣ୍ଟି , କହିଲେ ପୁରୀରେ ହେବ ଇଣ୍ଟରନ୍ୟାସନଲ ଏୟାରପୋର୍ଟ..

ପୁରୀରେ ହେବ ବଡ ଉନ୍ନତି , ଶଙ୍ଖର ଏକ ବଡ ଗ୍ୟ।ରେଣ୍ଟି ଦେଲେ କାର୍ତ୍ତିକ ପାଣ୍ଡିଆନ୍ । କହିଲେ ଏଥର ପୁରୀରୁ ଉଡିବ ପ୍ଲେନ୍ । ଜଗନ୍ନାଥ ଧ।ମରେ ବନିବ ଇଣ୍ଟରନ୍ୟାସନ।ଲ ଏୟାରପୋର୍ଟ । ଏହା ସହ ମଧବିତ ପରିବ।ର ପ।ଇଁ ହେବ ଅନେକ ଉନ୍ନତି । ଘର ପାଇଁ ଋଣ ସହ ପିଲାଙ୍କ ପାଠପଢା ପାଇଁ କରୁଥିବ। ଋଣରୁ ହଟିବ ଇଣ୍ଟରେଷ୍ଟ/ସୁଧ….

Leave a Reply

Your email address will not be published. Required fields are marked *