Pratidin TV

Odisha's Digital News Platform

ପୁଣି ଥରେ ନିରାଶ ହେଲେ କେଜ୍ରିୱାଲ , ମିଳିଲାନି ଜାମିନ ..

1 min read

ପୁଣି ଥରେ ନିରାଶ ହେଲେ କେଜ୍ରିୱାଲ ମିଳିଲାନି ଜାମିନ ।  ଆଜି ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ମଦ ଦୁର୍ନିତୀ ମାମଲାରେ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ସେ ଆବେଦନ କରିଥିଲେ। ଏହା ସହ ରାଉସ୍ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କରି ଦେଇଛନ୍ତି ।

ଜାମିନକୁ ୧୯ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ କେଜ୍ରିୱାଲ କୋର୍ଟରେ ହାଜର ହୋଇଥିଲେ।

Advertisement

Leave a Reply

Your email address will not be published. Required fields are marked *