Pratidin TV

Odisha's Digital News Platform

(ଭିଡିଓ)ମୁଁ ବଞ୍ଚି ଥାଉ ଥାଉ ସୁଧି ହୋଇଗଲା ପରିବାର , ସମାଜରେ କଣ କେହି ଭଲ ପାଉନାହନ୍ତି ?

1 min read

କେନ୍ଦ୍ରାପଡା ; ମୋ ବାପା ମା’ଜବରଦସ୍ତ କରି ମୋ ସୁଧି କର୍ମ କରାଇଛନ୍ତି । ସମାଜରେ କଣ କେହି ଭଲପାଉ ନାହାନ୍ତି ? ମୋ ଦାଦା, ସାନ ବାପା ,ଅପା ସବୁ ମୋ ବାପା ମାଙ୍କୁ ଜବଦସ୍ତି କରି ଏଭଳି କରିଛନ୍ତି ବୋଲି କହିଛନ୍ତି ନବବିବାହିତା । ଘରେ କହିଥିଲେ ବାହାଘର କରାଇବେ କିନ୍ତୁ ଅଲଗା ଜାଗାରେ ପ୍ରସ୍ତାବ ଦେଖିଲେ ସେଥିପାଇଁ ମୁଁ ନିରୂପାୟ ହୋଇ ପଳେଇଆସିଲି ।

Advertisement

Leave a Reply

Your email address will not be published. Required fields are marked *