Pratidin TV

Odisha's Digital News Platform

ବ୍ରାହ୍ମଣୀ ନଦୀକୁ ଡେଇଁଲେ ଯୁବକ….

1 min read

ପୁଣି ସାମ୍ନାକୁ ଆସିଲା ଆତ୍ମହତ୍ୟାର ଘଟଣା | ଆଜି ପ୍ରାୟ ୧୨ତା ସମୟରେ ଏକ ଅଜଣା ଯୁବକ ବ୍ରାହ୍ମଣୀ ନଦୀ ପତ୍ରପୁର ପୋଲ ଉପରୁ ନଦୀ ଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କୌଣସି ପ୍ରକାର ପରିଚୟ ମିଳିପାରିନାହିଁ | ଖବର ମିଳିବାପରେ ଘଟଣାସ୍ଥଳରେ ଅଗ୍ନିଶ୍ରମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି | ଏବେ ପର୍ଯ୍ୟନ୍ତ ଯୁବକଙ୍କୁ ଉଦ୍ଧାର କରାଯାଇପାରିନାହିଁ |ଅନ୍ୟପଟେ ଏହା ଚିନ୍ତିତ କରୁଅଛି ଯେ ପତ୍ରପୁର ପୋଲ ରୁ ବାରମ୍ବାର ସାଧାରଣ ଲୋକ କଲେଜ ଛାତ୍ର ଛାତ୍ରୀ ଡେଇଁ ଆତ୍ମହତ୍ୟା କରୁଛନ୍ତି | ପୋଲ ଉପରେ ବାରିକେଟର ବ୍ୟବସ୍ଥା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି |

Advertisement

Leave a Reply

Your email address will not be published. Required fields are marked *