Skip to content
ଭୁବନେଶ୍ୱର ; କାମରେ ଅବହେଳା ଯୋଗୁ କଟକ ଜିଲ୍ଲା କିଶନ ନଗର ଥାନା ଆଇଆଇସି ସମିତା ରଣା ସସପେଣ୍ଡ । ଜମି ବିବାଦକୁ ନେଇ ଥାନାରେ ଏତଲା ଦେଇଥିଲେ ମଧ୍ୟ ଏହା ଉପରେ କୌଣସି ପ୍ରକାରର କାଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥବାରୁ ଥାନା ସମ୍ମୁଖରେ ଇଷାଣୀ ବ୍ରହ୍ମପୁରର ଗୁଣନିଧି ବିଷୋଇ ପେଟ୍ରୋଲ ଢାଳି ନିଜକୁ ଜାଳିଦେଇଥିଲେ । ଫଳରେ ଦିନକ ପରେ ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିଲା ।ଘଟଣାକୁ ଲକ୍ଷ୍ୟ କରି ଏସ୍ପି ଆଇଆଇସିଙ୍କ ପ୍ରତି କାଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ।