Pratidin TV

Odisha's Digital News Platform

ଆଳିରୁ ନାମାଙ୍କନ ଭରିଲେ କୃଷ୍ଣଚନ୍ଦ୍ର, ପ୍ରତାପ ଓ ଦେବସ୍ମିତା..

1 min read

କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀ ରୁ ନାମାଙ୍କନ ଭରିଲେ ତିନିଦଳ ର ପ୍ରାର୍ଥୀ। ବିଜେପିରୁ କୃଷ୍ଣଚନ୍ଦ୍ର ପଣ୍ଡା , ବଜେଡିରୁ ପ୍ରତାପ ଦେବ ଓ କଂଗ୍ରେସରୁ ଦେବସ୍ମିତା ଶର୍ମା। ତିନି ଦଳର ପ୍ରାର୍ଥୀ ନିଜ ନିଜର ଶକ୍ତି ପଦର୍ଶନ କରିବା ସହ ହଜାର ହଜାର ସମର୍ଥକଙ୍କୁ ସାଙ୍ଗରେ ନେଇ କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆଳିରୁ ତିନିଦଳର ପ୍ରାର୍ଥୀ ଶୋଭାଯାତ୍ରା,ମୋଟର ସାଇକେ ରାଲି ଓ ବିରାଟ ପଟୁଆର ରେ ଯାଇ କେନ୍ଦ୍ରାପଡା ଜିଲ୍ଲାପାଳ ଅଫିସ ନିକଟରେ ପହଁଚି ଥିଲେ। ଏହାପରେ ତିନିଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *