Pratidin TV

Odisha's Digital News Platform

ଜଳଖିଆ ଦୋକାନି ସସ୍ମିତା ଙ୍କୁ ବିଭତ୍ସ ହତ୍ୟା ଘଟଣା ; ଫେରାର୍ ହତ୍ୟାକାରୀକୁ ମାସେ ଭିତରେ ବାନ୍ଧିଲା ପୋଲିସ ।

ଭୁବନେଶ୍ୱର ; ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନି ସସ୍ମିତା ବେହେରାଙ୍କୁ ଛୁରୀ ଭୂସୀ ବିଭତ୍ସ ହତ୍ୟା ଘଟଣା । ହତ୍ୟାକୁ ମାସେ ପରିବାକୁ ଯାଉଥିବାବେଳେ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ମିଥୁନ ଜେନା । ଗତ ନଭେମ୍ବର ୭ ତାରିଖରେ ମହିଳାଙ୍କୁ ବିଭତ୍ସ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଥିଲା ।

ମହିଳାଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିଲା ମୃତ ମହିଳା ପରିବାର ସହ କ୍ରୀଷ୍ନାପୁରୀ ଅଞ୍ଚଳରେ ରହୁଥିଲେ
ଏବଂ ଗୋଠପାଟଣା ଅଞ୍ଚଳରେ ଏକ ଜଳଖିଆ ଦୋକାନ କରି ନିଜ ଓ କୁନିପୁଅର ପ୍ରତିପୋଷଣ କରିଥିଲେ ।

Leave a Reply

Your email address will not be published. Required fields are marked *