Pratidin TV

Odisha's Digital News Platform

ଲାଲୁ, ରାବ୍ରି ଏବଂ ତେଜସ୍ୱୀଙ୍କୁ ବଡ ଆରାମ, ରାଉସ୍ ଆଭେନ୍ୟୁ କୋର୍ଟରୁ ମିଳିଲା ୩ଜଣଙ୍କୁ ଜାମିନ..

1 min read

ଲାଲୁ ଯାଦବଙ୍କ ପରିବାରକୁ ମିଳିଲା ବଡ ଆଶ୍ୱସ୍ତି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଚାକିରି ମାମଲା ଏବଂ ଜମିରେ ଲାଲୁଙ୍କ ପରିବାରର ସଦସ୍ୟଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଜାବିନ ମିଲିଥିବା ବେଳେ ତାଙ୍କ ସହ ପୁଅ ତଥା ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ସ୍ତ୍ରୀ ରାବ୍ରି ଦେବୀଙ୍କୁ ମଧ୍ୟ କୋର୍ଟରୁ ଜାମିନ ମିଳିଛି । ଏହି ତିନି ଜଣଙ୍କୁ ବ୍ୟକ୍ତିଗତ ବଣ୍ଡରେ ୫୦ ହଜାର ଟଙ୍କା ଜାମିନ ପ୍ରଦାନ କରାଯାଇଛି । ଦିଲ୍ଲୀର ଏକ କୋର୍ଟରେ ୩ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୬ ରେ ହେବାକୁ ଯାଉଛି । ଏହି ମାମଲାରେ ହାଜର ହେବା ପାଇଁ ଲାଲୁ ପରିବାର ମଧ୍ୟ ଦିଲ୍ଲୀରେ ପହଞ୍ଚିଥିଲେ ।

Advertisement

Leave a Reply

Your email address will not be published. Required fields are marked *