ଗତକାଲି ପୁରୀରେ ଘଟିଥିବା ଅଘଟଣା ସାରା ଦେଶରେ ଆଲୋଡନ ସଷ୍ଟି କରିଛି । କିଏ ମାଳିକା ବଚନ ସତ ହେଉଛି କହୁଥିବା ବେଳେ କିଏ ଭବିଷ୍ୟତକୁ ବଡ ବିପତ୍ତି ଆସୁଛି ବୋଲି କହୁଛନ୍ତି । କିନ୍ତୁ ଏସବୁ ଭିତରେ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କିନ୍ତୁ ଏକ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ଯାହା ସାରା ଜଗନ୍ନାଥପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି ।