Pratidin TV

Odisha's Digital News Platform

ବୁଦ୍ଧାଦିତ୍ୟଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁଁହ ଖୋଲିଲେ ଲିପି , କହିଲେ ମୁଁ ନୁହେଁ ତାଙ୍କ ଭାବି ପତ୍ନୀ ..

1 min read

ବୁଦ୍ଧାଦିତ୍ୟଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର। ଖୁବ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସାରା ଓଡିଶା ରେ ଏହାକୁ ନେଇ ବେଶ ଚର୍ଚ୍ଚା ଲାଗିରହିଥିଲା । ତେବେ ଏପରି କିଛି କଳ୍ପନା ଜଳ୍ପନା ମଧ୍ୟରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର। ତେବେ ଦୁହିଁଙ୍କ ସମ୍ପର୍କ ର ଚର୍ଚ୍ଚା ର ଅନ୍ତ ଘଟାଇଛନ୍ତି ।

ଏକ ଆୱାର୍ଡ ଫଙ୍କସନ ରେ ଗଣମାଧ୍ୟମ ଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଯେତେବେଳେ ତାଙ୍କୁ ବୁଦ୍ଧାଦିତ୍ୟଙ୍କ ସହ ତାଙ୍କ ସମ୍ପର୍କ କେମିତି ପଚରାଯାଇଥିଲା ।ସେତେବେଳେ ସେ ଚିହିଁକି ଯାଇଥିଲେ । ସେ କହିଛନ୍ତି ଯେ, ସେ ଜଣେ ମୋର ଭଲ ବନ୍ଧୁ, ତାଙ୍କ କାମ ଭଲ ସେ ବି ମୋତେ ବହୁତ ପସନ୍ଦ କରନ୍ତି ଭଲ ପାଆନ୍ତି ହେଲେ ମୁଁ ତାଙ୍କର ଭାବିପତ୍ନୀ ନୁହେଁ। ମୁଁ କେବେ ବି ବୁଦ୍ଧାଦିତ୍ୟଙ୍କୁ ବିବାହ କରିବାକୁ ଚାହିଁନାହିଁ।

Advertisement

Leave a Reply

Your email address will not be published. Required fields are marked *