Pratidin TV

Odisha's Digital News Platform

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲା ପରେ ମଦ ଉପରେ ଲାଗିଲା ବ୍ୟାନ୍।

ଓଡିଶାରେ ଆରମ୍ଭ ହେଲା ମୋହନ ରାଜ୍ । ଦୀର୍ଘ ୨୪ ବର୍ଷ ପରେ ଓଡିଶାରେ ଚାଲୁଥିବା ବିଜେଡି ରାଜ୍‌ରେ ପଡିଛି ଫୁଲଷ୍ଟପ୍ । ଏବେଠୁ ଆରମ୍ଭ ବିଜେପି ରାଜ୍ । ରାଜ୍ୟର ପ୍ରତ୍ୟକଟି ମଦ କାଉଣ୍ଟରରେ ପଡିବ ତାଲା । ନବୀନ ସରକାର ପରେ ବିଜେପି ଓଡିଶାରେ ଗଢିଥିବା ନୂଆ ସରକାର ଆସିବା ପରେ ଏଭଳି କଥା ଚର୍ଚ୍ଚା ରହିଛି । ବିଜେପି ସରକାର ଗଢିଥିବା ବିହାର,ଗୁଜୁରାଟ୍ ତଥା ମିଜୋରାମ ଏଚ ନାଗାଲାଣ୍ଡ ରେ ମଦ ଉପରେ କଟକଣା ଲଗାଇଛି ବିଜେପି ।ତେବେ ଏଥର ର୍ଟାଗେଟ୍‌ରେ ଓଡିଶା ।

Leave a Reply

Your email address will not be published. Required fields are marked *