Pratidin TV

Odisha's Digital News Platform

ନବୀନଙ୍କ କଠୋର ମୁହଁରେ ହସ ଫୁଟାଇଲେ କୁନି ପୁଅ ।

1 min read

ସୋସିଆଲ ମିଡିଆରେ ଚାରିଆଡେ ଏବେ ନବୀନଙ୍କ ଭିଡିଓ । କାହିଁକି ନା ନିକଟରେ ବିଜେଡି ଦଳର ସୁପ୍ରିମୋ ନବୀନଙ୍କ ମୁହଁରେ ଖିଲି ଖିଲି ଏକ ହସର ଭିଡିଓ ଦେଖି ପୁରା ଓଡିଶା ବାସୀ ଖୁସି । କାହିଁକି ନା ନବୀନଙ୍କ କଠୋର ମୁହଁରେ ଆଜି ଦୀର୍ଘ କେଇ ବର୍ଷ ପରେ ଗୋଟେ କୁନି ପୁଅ ନିଜ ଗୀତ ମାଧ୍ୟମରେ ହସ ଫୁଟାଇପାରିଛିା ଆଉ ନବୀନ ମଧ୍ୟ ନିଜ ହାତ ଟେକି ତାକୁ ଆର୍ଶୀବାଦ୍ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *