Pratidin TV

Odisha's Digital News Platform

ଲୋକସଭା ସ୍ପିକର ପଦ ସମ୍ଭାଳିବେ ଓମ ବିର୍ଲା !

1 min read

ପୁଣି ବାଚସ୍ପତି ଗାଦିରେ ବସିବେ ଓମ୍ ବିଲା । ଲୋକସଭା ବାଚସ୍ପତି ନିଯୁକ୍ତି ପ୍ରସଙ୍ଗ କୁ ନେଇ ଏବେ ରାଜନୀତିରେ ଜୋରଦାର ଚର୍ଚ୍ଚା । କାରଣ ଏବେ ଲୋକସଭା ସ୍ପିକରଙ୍କୁ ନେଇ ଦ୍ୱନ୍ଦ ଦେଖା ଦେଇଥିବା ବେଳେ ଦ୍ୱିତୀୟ ପାଳି ମୋଦୀ ସରକାରଙ୍କ ସମୟରେ ବାଚସ୍ପତି ଥିବା ଓମ ବିର୍ଲାଙ୍କ ନାଁକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ତଥାପି ଏଥର ବାଚସ୍ପତି ପଦ ଏନଡିଏ କାହାକୁ ଦେବ ତାକୁ ଏବେବି ଅପେକ୍ଷା ।

Advertisement

Leave a Reply

Your email address will not be published. Required fields are marked *