Pratidin TV

Odisha's Digital News Platform

ସୁକିନ୍ଦା ବିଧାନସଭା ଆସନରୁ ହାରିଲେ ବିଜେଡି ପାର୍ଥୀ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ

1 min read

ଜୋରଦାର ଚାଲିଛି ରାଜ୍ୟରେ ଭୋଟ ଗଣତି | ଆଉ କିଛି ସମୟ ମଧ୍ୟରେ ବାହାରିବ ନିର୍ବାଚନ ଫଳାଫଳ | ସେଥିମଧ୍ୟରେ ରାଜ୍ୟରେ ବେସରକାରୀ ଭାବରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି | ବିଜେଡିକୁ ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା ଲାଗିଛି । ସୁକିନ୍ଦା ବିଧାନସଭା ଆସନରୁ ବିଜେଡି ପାର୍ଥୀ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ପରାସ୍ତ ହୋଇଛନ୍ତି |

ସୁକିନ୍ଦା ବିଧାନସଭା ଆସନ ପାଇଁ ବିଜେଡି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ଦେଇଥିଲା ଟିକେଟ | ତେବେ ବିଜେଡିର ହେଭିୱେଟ୍ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ବଳସାମନ୍ତ ପରାଜିତ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *