Pratidin TV

Odisha's Digital News Platform

ଭୁବନେଶ୍ୱର ବିମାନ ବନ୍ଦରରେ ହାଇଡ୍ରାମା: ପ୍ରେମୀ ଯୁଗଳଙ୍କୁ ଥାନାରେ ସୁରକ୍ଷା ଦେଲା ପୋଲିସ୍‌

1 min read

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ହାଇଡ୍ରାମା । ଡାକ୍ତର ଝିଅ ଓ ପଂଜାବୀ ପୁଅ ସର୍ଦ୍ଦାର ଗଗନଦୀପ ଏକାଠି ବେଙ୍ଗାଲୁରୁରୁ ଭୁବନେଶ୍ୱର ପହଞ୍ଚିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏୟାରପୋର୍ଟରେ ପଂହଚିବା ପରେ ଉଭୟଙ୍କ ପରିବାର ଅପେକ୍ଷା କରି ରହିଥିଲେ ।

ଆଉ ଭୁବନେଶ୍ୱର ଏୟାରପୋର୍ଟରେ ପଂହଚିବା ପରେ ଉଭୟଙ୍କୁ ଥାନାକୁ ନେଇଛି ପୁଲିସ । ସଂପୃକ୍ତ ଝିଅ ବେଙ୍ଗାଲୁରୁରେ ଡାକ୍ତର ଅଛନ୍ତି । ଏୟାରପୋର୍ଟରେ ପଂହଚିବା ପରେ ସୁରକ୍ଷା ଦେବାକୁ ଡାକ୍ତରୀ ଝିଅ ଅନୁରୋଧ କରିଥିଲେ । ଏହାପରେ ଉଭୟଙ୍କୁ ଥାନାକୁ ନେଇଛି ପୁଲିସ । ପୂର୍ବରୁ ଝିଅର ଆକାଉଣ୍‌ଯରୁ ୨ ଲକ୍ଷ ଟଙ୍କା ଚୋରିନେଇ ପଂଜାବୀ ପୁଅ ନାଁରେ ଝିଅର ବାପା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *