Pratidin TV

Odisha's Digital News Platform

ମା ସମଲେଶ୍ୱରୀ ମନ୍ଦିରରେ କଡା କଟକଣା , ମନ୍ଦିରକୁ ନେଇ କିମ୍ବା ଖାଇ ଯାଇପାରିବେନି ପାନ ଗୁଟଖା…..

1 min read

ସମ୍ବଲପୁର ; ପୁରୀ ଶ୍ରୀମନ୍ଦିର ପରେ ଏବେ ସମ୍ବଲପୁରରେ ମା ସମଲେଶ୍ୱରୀଙ୍କ ମନ୍ଦିରରେ କଡା କଟକଣା ଲାଗିବ । ଖୁବଶୀଘ୍ର ନିୟମକୁ କଡା କଡି କରିବାକୁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି । ପୂର୍ବରୁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ପାନଗୁଟଖା ଉପରେ କଟକଣା ଲାଗିସାରିଛି । ଏବେ ମା ସମଲେଶ୍ୱରୀ ମନ୍ଦିରକୁ କୌଣସି ଭକ୍ତ କିମ୍ବା ସେବାକ ପାନ ଗୁଟଖା ଖାଇ କିମ୍ବା ସାଙ୍ଗରେ ଧରି ପ୍ରବେଶ କରିପାରିବେ ନାହିଁ ।

Advertisement

Leave a Reply

Your email address will not be published. Required fields are marked *