Pratidin TV

Odisha's Digital News Platform

ବିଜେପି କରିପାରିଲାନି ଭଲ ପ୍ରଦର୍ଶନ , ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଲେ ଫଡନାଭିସ୍..

ଆସିସାରିଛି ଲୋକସଭା ନିର୍ବାଚନର  ଫଳାଫଳ । ଅଷ୍ଟାଦଶ ଲୋକସଭା ନିର୍ବାଚନର ଫଳ ମଙ୍ଗଳବାର ପ୍ରକାଶ ପାଇଛି । ନ୍‌ଡିଏକୁ ୨୯୩ଟି ଆସନ ମିଳିଥିବାବେଳେ ବିରୋଧୀ ‘ଇଣ୍ଡିଆ’କୁ ୨୩୨ଟି ଆସନ ମିଳିଛି । ଚଳିତ ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି ଭଲ ପ୍ରଦର୍ଶନ କରିପାରି ନାହିଁ । ଲୋକ ସଭା ନିର୍ବାଚନରେ ରାଜ୍ୟରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଫଡନାଭିସ୍ ଉପ ମୁଖ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି । 

୨୦୧୪ରୁ ୨୦୧୯ ଯାଏ ଶୀର୍ଷ ପଦବୀରେ ଅବସ୍ଥାପିତ ହୋଇଥିବା ବରିଷ୍ଠ ବିଜେପି ନେତା ସରକାରୀ ଦାୟିତ୍ୱରୁ ମୁକ୍ତ କରିବାକୁ ଶୀର୍ଷ ନେତୃବନ୍ଦଙ୍କୁ ଅନୁରୋଧ କରିଛନ୍ତି । ତାଙ୍କୁ ଦଳ ପାଇଁ ବାହାରୁ କାମ କରିବାକୁ ଦିଆଯାଉ

Leave a Reply

Your email address will not be published. Required fields are marked *