Pratidin TV

Odisha's Digital News Platform

(ଭିଡିଓ)ସ’ମିଲରେ ଭୟଙ୍କର ଅଗ୍ନିକାଣ୍ଡ : ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ

ପୁରୀ : ୫ ଘଣ୍ଟା ଧରି ହୁ ହୁ ହୋଇ ଜଳିଲା ସମିଲ । ନିଆଁ ଲିଭାବା କାଠିଘର ପାଠ ପାଲଟିଲା ଅଗ୍ନିଶମ ବାହିନୀଙ୍କ ପାଇଁ । ଦୂର ଦୂର ଯାଇଁ ଘନ କୁହୁଡି ଭରି ମାଡିଚାଲିଥିଲା ଧୂଆ । ଶେଷରେ ଲକ୍ଷାଧିକ ଟଙ୍କାର କାଠ ଜଳି ପାଉଁଶରେ ପରିଣତ ହୋଇଗଲା । ଦେଖନ୍ତୁ ପୂରା ଦୃଶ୍ୟ…..

Leave a Reply

Your email address will not be published. Required fields are marked *