Pratidin TV

Odisha's Digital News Platform

ଗ୍ରେଟ ବ୍ରିଟେନକୁ ହରାଇ ସେମିଫାଇନାଲ ରେ ଭାରତ ..

1 min read

ବ୍ରିଟେନ କୁ ଚକମା ଦେଇ ଫାଇନାଲ ରେ  ପହଞ୍ଚିଲା ଭାରତ। କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଛି ବ୍ରିଟେନ । କ୍ୱାର୍ଟର ଫାଇନାଲରେ ଶୁଟ-ଆଉଟ ୪-୨ରେ ପରାସ୍ତ କରି ଗ୍ରେଟ ବ୍ରିଟେନକୁ ପରାସ୍ତ କରି ଭାରତୀୟ ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛି।

କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତୀୟ ହକି ଦଳ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଥିଲା। ଏହାପୂର୍ବରୁ ପୂର୍ଣ୍ଣ ସମୟରେ ସ୍କୋର ୧-୧ରେ ସୀମିତ ରହିଥିଲା। ଏହା ପରେ ପେନାଲ୍ଟି ଶୁଟଆଉଟରେ ମ୍ୟାଚ ସ୍ଥିର ହୋଇଥିଲା। ଭାରତୀୟ ଖେଳାଳିମାନେ ଚମତ୍କାର ଗୋଲ ସ୍କୋର କରି ଭାରତକୁ ବିଜୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *