ବାପା-ମା’ଙ୍କ ଆଶୀର୍ବାଦ୍ ନେଇ ନାମାଙ୍କନ ଦାଖଲ କରିବାକୁ ବାହାରିଲେ ମନ୍ମଥ ।
1 min readଆଜି ନାମାଙ୍କନ ପତ୍ର ଦାଖଲ କରିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ । ଏନେଇ ମନ୍ମଥ ଆଜି ସକାଳୁ ଉଠି ବାପା-ମାଙ୍କ ଆର୍ଶୀବାଦ୍ ନେଇ ଦୈଡି ଦୈଡି ଲିଙ୍ଗରାଜ୍ ଦର୍ଶନ ପାଇଁ ଯାଇଥିଲେ । ସେଠାରୁ ପଞ୍ଚଶଖାଙ୍କ ଆର୍ଶୀବାଦ୍ ନେଇ ବାହାରିବେ ମନ୍ମଥ । ସବୁ କ୍ଷେତ୍ରରେ ପ୍ରଥମେ ଡର ଲାଗେ କିନ୍ତୁ ଯେତେବେଳେ ଆପଣ ସେଥିରେ ଅଭିଜ୍ଞତା ହାସଲ କରିନେବେ ସବୁ ସହଜ ହୋଇଯିବ ।