Pratidin TV

Odisha's Digital News Platform

ମା ଦକ୍ଷିଣେଶ୍ୱରୀ କାଳୀଙ୍କ ପାଖରେ ମୁଣ୍ଡିଆ ମାରି , ନାମାଙ୍କନ ଭରିଲେ ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ ..

1 min read

ଆଜି ପବିତ୍ର ଅକ୍ଷୟତୃତୀୟାରେ ନାମାଙ୍କନ ଦାଖଲ କରିଲେ ଜେପି ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ । ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ବିରାଟ ରାଲିରେ ଯାଇ ଭଦ୍ରକ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ମନମୋହନ ନାମାଙ୍କନ ଭରିଛନ୍ତି।

ତା’ପୂର୍ବରୁ ଚାନ୍ଦବାଲିର ଆରାଧ୍ୟ ଦେବୀ ମା ଦକ୍ଷିଣେଶ୍ୱରୀ କାଳୀଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଥିଲେ।ମା’ଙ୍କ ଆଶୀର୍ବାଦ ପରେ ନାମାଙ୍କନ ଦାଖଲ ପାଇଁ ବାହାରିଥିଲେ ମନମୋହନ ସାମଲ । ହଜାର ହଜାର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଥିଲେ ମନମୋହନ ।

Advertisement

Leave a Reply

Your email address will not be published. Required fields are marked *