Pratidin TV

Odisha's Digital News Platform

ବାବୁଶାନ୍‌ଙ୍କୁ ଟ୍ୟାଲେଣ୍ଟେଡ୍ କହି ଫସିଗଲେ ମନୋଜ୍ ମିଶ୍ର !

ଭୁବନେଶ୍ୱର ; ନିକଟରେ ଅଭିନେତା ମନୋଜ ମିଶ୍ରଙ୍କୁ ନେଇ ଓଲିଉଡ୍‌ରେ ଉଠିଛି ଝଡ । ଅନୁଭବ ଓ ଅରିନ୍ଦମଙ୍କ ଫିଲ୍ମ ରାମକୁ ସମ୍ଭଲପୁରରେ ରିଲିଜ୍ ହେବାକୁ ଦେଉନାହାନ୍ତି ମନୋଜ୍ ମିଶ୍ର । ଯାହାକୁ ନେଇ ଓଲିଉଡ୍ ବିବାଦ ଘନେଇବାରେ ଲାଗିଛି । ନିକଟରେ ତାଙ୍କୁ ଏଥିପାଇଁ ଓଡିଆ ଚଳଚିତ୍ରରୁ ୨ ବର୍ଷ ପର୍ଯ୍ୟନ୍ତ ବାସନ୍ଦ ମଧ୍ୟ କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଅରିନ୍ଦମ ଓ ଅନୁଭବଙ୍କ ସହ କଣ ମନୋଜଙ୍କର ବ୍ୟାକ୍ତିଗତ ଶତୃତା ରହିଛି । ନିକଟରେ କେବଳ ବାବୁଶାନଙ୍କୁ ଟ୍ୟାଲେଣ୍ଡ୍ କହି ଫସିଯାଇଡଛନ୍ତି ମନୋଜ୍‌

Leave a Reply

Your email address will not be published. Required fields are marked *