Pratidin TV

Odisha's Digital News Platform

ଫେବ୍ରୁଆରୀ ୨୧ ରୁ ମାଟ୍ରିକ୍ ପରୀକ୍ଷା । ଜାଣନ୍ତୁ କେଉଁଦିନ କଣ ଅଛି ?

1 min read

ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଘୋଷଣା ହେଲା ମାଟ୍ରିକ୍ ପରୀକ୍ଷା ଡେଟ୍ । ଫେବ୍ରୁଆରୀ ୨୧ ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ । ତେବେ ଏହା ଫେବ୍ରୁଆରୀରୁ ୨୧ ରୁ ମାର୍ଚ୍ଚ ମାସ ୬ ଯାଏଁ ଚାଲିବ ।

ପ୍ରଥମ ଦିନ ଅର୍ଥାତ୍ ୨୧ ଫେବ୍ରୁଆରୀ ରେ ମାତୃଭାଷା । ୨ୟ ଦିନ ଅର୍ଥାତ୍ ୨୪ ଫ୍ରେବୃଆରୀରେ ଇଂରାଜୀା ସେହିଭଳି ଫେବ୍ରୁଆରୀ ୨୫ ରେ ସଂସ୍କୃତ ବ୍ୟାକରଣ ପରୀକ୍ଷା । ୨୭ ଫେବ୍ରୁଆରୀରେ ଗଣିତ । ୧ ମାର୍ଚ୍ଚରେ ବିଜ୍ଞାନ ପରୀକ୍ଷା । ୩ ମାର୍ଚ୍ଚରେ ସାମାଜିକ ବିଜ୍ଞାନ । ୬ ମାର୍ଚ୍ଚରେ ତୃତୀୟ ଭାଷା ସଂସ୍କୃତ ସାହିତ୍ୟ ପରୀକ୍ଷା । ସୂଚନା ଅନୁଯାୟୀ ଗୋଟିଏ ସିଟିଂରେ ହିଁ ସମସ୍ତ ପରୀକ୍ଷା କରାଯିବ ଅର୍ଥାତ୍ ସକାଳ ୯ ଟାରୁ ୧୧ ଟା ୩୦ ଯାଏଁ ।

Advertisement

ସେହିପରି ଚଳିତ ବର୍ଷ ୫ ଲକ୍ଷରୁ ଉର୍ଦ୍ଧ ପିଲା ପରୀକ୍ଷା ଦେବେ । ଆଉ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ରହିବ ବା ଜଗିବ ।

Leave a Reply

Your email address will not be published. Required fields are marked *