ଫ୍ରେବୃଆରୀ ୨୦ରୁ ଆରମ୍ଭ ମାଟ୍ରିକ ପରୀକ୍ଷା , ଜାଣନ୍ତୁ କେଉଁ ଦିନ କ’ଣ ଅଛି……
1 min readଭୁବନେଶ୍ୱର ; ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାବର୍ଷ ଫ୍ରେବୃଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ତେବେ ମାଟ୍ରିକ୍ ପରୀକ୍ଷା ଫ୍ରେବୃଆରୀ ୨୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ଯ୍ୟନ୍ତଚାଲିବ ପରୀକ୍ଷା ।
ଫ୍ରେବୃଆରୀ ୨୦- ଓଡିଆ
ଫ୍ରେବୃଆରୀ ୨୩-ଇଂରାଜୀ
ଫ୍ରେବୃଆରୀ ୨୬ – ଗଣିତ
ଫ୍ରେବୃଆରୀ ୨୮ –ହିନ୍ଦୀ/ସଂସ୍କୃତ
ମାର୍ଚ୍ଚ ୨-ବିଜ୍ଞାନ
ମାର୍ଚ୍ଚ ୪-ସାମାଜିକ ବିଜ୍ଞାନ
ମୋଟ ୨୯୯୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ପିଲା। ମାର୍ଚ୍ଚ ୧୫ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି।