Pratidin TV

Odisha's Digital News Platform

ମେ’ ୧୮ ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ , ସମସ୍ୟା ଦେଖା ଦେଲେ ଏଭଳି ପଦକ୍ଷେପ ନେବେ ଛାତ୍ରଛାତ୍ରୀ ..

1 min read

କଟକ : ମେ’ ୧୮ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ ପ୍ରକାଶ ପାଇବ ରେଜଲ୍ଟ ।
ଦିନ ୧୨ଟାରେ ଅନଲାଇନରେ ମିଳିବ ରେଜଲ୍ଟ , ଛାତ୍ରଛାତ୍ରୀମାନେ www.bseodisha.ac.in ରେ ନିଜ ନିଜ ରେଜଲ୍ଟ ଦେଖିପାରିବେ । ତେବେ ଛାତ୍ରଛାତ୍ରୀମାନେ ଉଭୟ ୱେବସାଇଟ୍SMS ମାଧ୍ୟମରେ ନିଜ ନିଜ ପରୀକ୍ଷା ଫଳ ଦେଖିପାରିବେ । ଯଦି କୌଣସି ଛାତ୍ରୀଛାତ୍ରୀଙ୍କର ରେଜଲ୍ଟ ପାଇବାରେ ସମସ୍ୟା ଦେଖାଦିଏ ତେବେ ସେମାନେ ତୁରନ୍ତ କଣ୍ଟ୍ରୋଲରୁମ୍ ନମ୍ନର -୦୬୭୧୨୪୧୫୪୬୦ ଯୋଗାଯୋଗ କରିପାରିବେ ।

ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା (ସମ୍ମେଟିଭ ୨ ପରୀକ୍ଷା) ହୋଇଥିଲା। ୫ ଲକ୍ଷ ୪୧ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ସେହିଭଳି ୩୨୧୮ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *