Pratidin TV

Odisha's Digital News Platform

ମେ ୨୬ ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ , ୪ଟା ସୁଦ୍ଧା ମିଳିବ ଡିଜିଟାଲ ସାର୍ଟିଫିକେଟ..

1 min read

ଆସନ୍ତା ୨୬ରେ ମାଟ୍ରିକ ଫଳାଫଳ  ପ୍ରକାଶ ପାଇବ। ସକାଳ ସାଢ଼େ ୧୦ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ୧୧ଟା ୩୦ ସୁଦ୍ଧା bseodisha.ac.in ୱେବସାଇଟ୍‌ରେ ମାଟ୍ରିକ ଫଳାଫଳ ଉପଲବ୍ଧ ହେବ। 

  ଏନେଇ ଶୁକ୍ରବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଇଣ୍ଟନେଟ୍‌ ସୁବିଧା ନ ଥିଲେ ଏସ୍‌ଏମ୍‌ଏସ୍‌ ଜରିଆରେ ମଧ୍ୟ ରେଜଲ୍ଟ ଜାଣିପାରିବେ। ଅପରାହ୍ନ ୪ ସୁଦ୍ଧା ଡିଜିଟାଲ୍‌ ସାର୍ଟିଫକେଟ୍‌ ଛାତ୍ରଛାତ୍ରୀ  ଡାଉନଲୋଡ କରିପାରିବେ। ସେହିଦିନ ମଧ୍ୟମା ଏବଂ ଏସ୍‌ଓଏସ୍‌ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *