Pratidin TV

Odisha's Digital News Platform

MCL କୋଇଲା ଖଣି ଜେନେରାଲ ମ୍ୟାନେଜରଙ୍କୁ ଜୋତା ମାଡ ଘଟଣା , ବନ୍ଧା ହେଲେ ୪ ଜଣ ।

1 min read

ଝାରସୁଗୁଡା ; ଭାଇରାଲ ହେଉଛି MCL କୋଇଲା ଖଣି ଜିଏମଙ୍କ ଭିଡିଓ । ଅଫିସ କାର୍ଯ୍ୟାଳୟ ଭିତରେ ଜିଏମଙଯକୁ ଜୋତାରେ ମାଡ ମାରିଛନ୍ତି ଜଣେ ମହିଳା ହେଲେ କାହଁକି ? ଝାରସୁଗୁଡ଼ା ଏମସିଏଲ କୋଇଲା ଖଣି ଜେନେରାଲ ମ୍ୟାନେଜରଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଘଟଣାର ଭିଡିଓ ଏବେ ଚାରିଆଡେ ଘୁରିବୁଲୁଛି ।

ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡ଼ା ଲଖନପୁର ବ୍ଲକରେ ଏମସିଏଲ ଜିଏମ୍ଙ୍କୁ ଜୋତାମାଳ ପିନ୍ଧାଇ ମାଡ଼ ମାରିବା ଘଟଣାରେ ବର୍ତ୍ତମାନ ଉକ୍ତ ଅ’ଳର ପୂର୍ବତନ ସରପଞ୍ଚଙ୍କ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

ସମୃକ୍ତ ଘଟଣା ପରେ ଜିଏ ବନହରପାଲି ଥାନାର ଦ୍ବାରସ୍ଥ ହୋଇଥିଲେ । ତେବେ ଆଜି ଏତଲା ଭିତ୍ତିରେ ପୋଲିସ ଘଟଣାର ତଦନ୍ତ କରିବା ସହ, ମାଡ଼ ମାରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *