Pratidin TV

Odisha's Digital News Platform

ସୁଲତାନପୁର ରେ ନିରାଶ ହେଲେ ପ୍ରିୟଙ୍କା ..

1 min read

ଉତ୍ତର ପ୍ରଦେଶ ସୁଲତାନପୁର ଲୋକସଭା ଆସନରେ ନିରାଶ ହେଲେ ପ୍ରିୟଙ୍କା ବାଜିମାରି ନେଲେ ରମ୍ଭୁଅଲ ନିସାଦ। ବିଜେପି ଟିକେଟରୁ ଲଢୁଥିବା ମେନକା ଗାନ୍ଧୀ ପରାଜିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ତଥା ସମାଜବାଦୀ ପାର୍ଟି ନେତା ରମ୍ଭୁଅଲ ନିସାଦଙ୍କ ଠାରୁ ପରାଜିତ ହୋଇଛନ୍ତି ।

ମେନକା ଗାନ୍ଧୀଙ୍କୁ ୩ ଲକ୍ଷ ୯୪ ହଜାର ୨୧୬ ଖଣ୍ଡ ଭୋଟ ମିଳିଥିବା ବେଳେ ସମାଜବାଦୀ ପାର୍ଟି ପ୍ରାର୍ଥୀ ରମ୍ଭୁଅଲ ନିସାଦଙ୍କୁ ୪ ଲକ୍ଷ ୩୮ ହଜାର ୧୧୨ ଖଣ୍ଡ ଭୋଟ ମିଳିଛି । ମେନକା ଗାନ୍ଧୀ ରମ୍ଭୁଅଲଙ୍କ ଠାରୁ ୪୩ ହଜାର ୮୯୬ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । ଏହି ଆସନରେ ବିଏସପି ବି ଭଲ ଭୋଟ ପାଇଛି । ବିଏସପି ପ୍ରାର୍ଥୀ ଉଦରାଜ ବର୍ମାଙ୍କୁ ୧ ଲକ୍ଷ ୫୯ ହଜାର ୯୫୩ ଖଣ୍ଡ ଭୋଟ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *