Pratidin TV

Odisha's Digital News Platform

ମେଣ୍ଟ ଚର୍ଚ୍ଚା ; ବିଜେପି କର୍ମୀ କହିବେ ନବୀନ ଜିନ୍ଦାବାଦ୍ ।

1 min read

ରାଜ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ସବୁଠି ବେଶି କର୍ମୀମାନଙ୍କ ସ୍ଥିତିକୁ ନେଇ ଚର୍ଚ୍ଚା । କାରଣ ଦୁଇ ଦଳର କର୍ମୀମାନଙ୍କୁ ଟିକେଟ୍‌କୁ ନେଇ ସମୟ ଗଡାଯାଉଛି । ଯାହାଦ୍ୱାରା ସେମାନଙ୍କ ମାନସିକ ସ୍ଥିତି ବିଗିଡିବାକୁ ଲାଗୁଛି । ଯଦି ମେଣ୍ଟ ହୁଏ ତେବେ ଅନେକ କର୍ମୀମାନେ /ଆଶାୟୀ ପ୍ରର୍ଥୀମାନେ ଟିକେଟ୍‌ରୁ ବଞ୍ଚିତ ହେବେ । ଆଉ ତାଙ୍କ ପଛରେ ଥିବା ଅଗଣିତ ଲୋକେ କାହାକୁ ଭୋଟ ଦେବେ ? ଏନେଇ ମେଣ୍ଟର ଚର୍ଚ୍ଚା ରେ ଓଡିଶା ହୁଲୁସ୍ଥୁଲୁ ହେଉଛି ।

Advertisement

Leave a Reply

Your email address will not be published. Required fields are marked *