Pratidin TV

Odisha's Digital News Platform

୫ ଟଙ୍କିଆ ମିଲ ଖାଇଲେ ‘ମେୟର ସୁବାସ ସିଂ’

କଟକ : କଟକ ଜଗତପୁର ଆହାର କେନ୍ଦ୍ରରେ ୫ଟଙ୍କିଆ ମିଲଖାଇଲେ କଟକ ମହାନଗର ନିଗମର ମେୟର ସୁବାସ ସିଂ। ଦୁଇ ଦିନ ଧରି ୪୯ନମ୍ବର ୱାର୍ଡ ପରିଦର୍ଶନରେ ଥିବା ମେୟର ଓ ଅନ୍ୟ ବରିଷ୍ଠ ମହାନଗର ନିଗମର ଅଧିକାରୀମାନେ ଆହାର କେନ୍ଦ୍ରରେ ଖାଦ୍ୟର ମାନଯାଞ୍ଚ କରିବା ସହ ଖାଦ୍ୟ ଖାଇଥିଲେ ।

Leave a Reply

Your email address will not be published. Required fields are marked *