Pratidin TV

Odisha's Digital News Platform

(ଭିଡିଓ)‘ନବଦାସ ମରିଗଲା ମୁଁ ଭୋଜି ଦେଇଛି , ଗୋପାଳ ଦାସ ଅଭିଯୁକ୍ତ ନୁହଁ ସେ ନୀଳମାଧବ କୃଷ୍ଣ’-ମିନତୀ ବଦିହାର

1 min read

କଟକ : ଗୋପାଳ ଦାସ ଅଭିଯୁକ୍ତ ନୁହଁ ସେ ନୀଳ ମାଧବ ଶ୍ରୀକୃଷ୍ଣ । ସେ ଭଗବାନଙ୍କ ରୂପରେ ଆସି ନବ ଦାସ ନାମକ କଂସକୁ ବଦ୍ଧ କରିଛନ୍ତି । ୨୦୦୫ ମେ ୧୦ ରେ କଟକର ଜନସେବକ ତଥା ବିଧାୟକ ବିଧାନ ବହିଦାରଙ୍କୁ ବୋମା ଫୁଟାଇ ହତ୍ୟା କରାଯାଇଥିଲା । ସେଇ ବିଧାନ ବହିଦାରଙ୍କ ଭଉଣୀ ମିନତୀ ବହିଦାର ନବ ଦାସଙ୍କ ମୃତ୍ୟୁରେ ଏଭଳି କହିଛନ୍ତି । ନବ ଦାସ ହିଁ ତାଙ୍କ ଭାଇକୁ ୨୦୦୫ ମସିହାରେ ନିର୍ମମ ଭାବେ ଷଡଯନ୍ତ୍ର କରି ହତ୍ୟା କରିଥିଲେ । ଆଜି ଭଗବାନ ତାର ସୁଧମୂଳ ହିସାବ କରିଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ମିନତୀ । ସେ ଆଉ ମଧ୍ୟ କହିଛନ୍ତି ଯେ ନବ ଦାସ ମୃତ୍ୟୁ ଶୁଣିବା ପରେ ମୁଁ ମଟନ ,ଲୁଚି,ମିଠା ଓ କୋଲଡ୍ରିକ୍ସ ଖାଇବାକୁ ଦେଇଥିଲେ । ଦେଖନ୍ତୁ ଆଉ କଣ କହୁଛନ୍ତି ମୃତ ବିଧାନଙ୍କ ଭଉଣୀ ମିନତୀ ..

Advertisement

Leave a Reply

Your email address will not be published. Required fields are marked *