ଜୁନ୍ ୪ ରେ ସବୁ ଫଳାଫଳ ବାହରିବ ଆଉ ଜୁନ୍ ୫ ରେ ଓଡିଆ ଇଣ୍ଡଷ୍ଟ୍ରିରେ ବମବ୍ଲାଷ୍ଟ ହେବ । ରାଜନୀତିର କଳା-ଧଳା ଦୁନିଆକୁ ଦେଖାଇବ ମାଇଣ୍ଡଗେମ୍ -୨ । ମନୋଜ୍ ମିଶ୍ରଙ୍କୁ ପୁଣି ଥରେ ଆସିବାକୁ ପଡିବ ଦର୍ଶକଙ୍କ ସାମ୍ନାକୁ । ରାଜନୀତିରେ ସେ ଜିତନ୍ତୁ ଅବା ହାରନ୍ତୁ କିନ୍ତୁ ମାଇଣ୍ଡଗେମ୍ -୨ ରେ ଆମେ ବାଜି ମାରିବୁ । ସମସ୍ତଙ୍କ ଅସଲମୂଖା ଦେଖାଇବୁ ।