Pratidin TV

Odisha's Digital News Platform

ଗୋଶାଳାରେ ଜନ୍ମଦିନ ପାଳିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।

1 min read

ଚର୍ଚ୍ଚାରେ ଯୁବ ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ । ନିଜର ସିଧା କଥା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ସୁରଜ । କେବଳ କଥା କାହିଁକି ମନ୍ତ୍ରୀ ବାବୁ କାମରେ ମଧ୍ୟ କିଛି କମ୍ ନୁହଁ । ବୃଦ୍ଧ ବୃଦ୍ଧାଙ୍କ ସେବା କରି ସେ ଅନେକ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି । ଆଉ ପୁରା ଭଦ୍ରକବାସୀଙ୍କ ଆର୍ଶିବାଦ୍ । ତେବେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ନିଜ ୩୦ ତମ ଜନ୍ମଦିନ କୌଣିସ ପପ୍ କି ବାରରେ ନୁହଁ ବରଂ ଗୋଶାଳା ଯାଇ ପାଳନ କରିଥିଲେ ।

ଭଦ୍ରକ ସହରର ବାଇପାସ୍ ସ୍ଥିତ ଶ୍ରୀ ଗୋପାଲ ଜୀଉ ଗୋଶାଳାରେ ଗୋମାତାଙ୍କୁ ଖାଇବାକୁ ଦେଇ ନିଜ ଜନ୍ମଦିନ ପାଳନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଯାହାର ଫଟୋ ବର୍ତ୍ତମାନ ସାମ୍ନାକୁ ଆସିବା ପରେ ସୁରଙ୍କୁ ନେଇ ଏବେ ଭୁରୁ ଭୂରି ପ୍ରଶଂସା କରୁଛନ୍ତି ଓଡିଶାବାସୀ ।

Advertisement

Leave a Reply

Your email address will not be published. Required fields are marked *