Pratidin TV

Odisha's Digital News Platform

ପୂଜା ମଣ୍ଡପ ବୁଲିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ , ଗାଁ ଲୋକ କଲେ ଏଭଳି ସ୍ୱାଗତ ..

1 min read

ଭଦ୍ରକ ; ଆଜି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ ବିଭିନ୍ନ ଦୁର୍ଗା ମଣ୍ଡପ ବୁଲି ମାଙ୍କ ସହ ଅଞ୍ଚଳବାସୀଙ୍କ ଆର୍ଶ୍ରିବାଦ୍ ଭିକ୍ଷା କରିଛନ୍ତି ଏବଂ ଗ୍ରାମବାସୀ ମାନେ ମଧ୍ୟ ଅତି ଉତ୍ସାହର ସହ ବାଜା ସାଇଡ ଡ୍ରମ୍ ବାଣ ରେ ପାଛୋଟି ନେଇ ଥିଲେ ।ଆଜି ବିଭିନ୍ନ ପୂଜା ମଣ୍ଡପ ରେ ଦର୍ଶନ କରି ମା ଙ୍କ ଆର୍ଶ୍ରିବାଦ୍ ନେଇଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ ।

Advertisement

Leave a Reply

Your email address will not be published. Required fields are marked *