ମୋଦି ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ , ଜାଣନ୍ତୁ କାହାକୁ ମିଳିଲା କେଉଁ ମନ୍ତ୍ରାଳୟ ?
1 min readଫୁଲ ଚାର୍ଜରେ ମୋଦି ୩.୦ । ଗତକାଲି ଶପଥ ଗ୍ରହଣ ପରେ, ଆଜି ମୋଦି ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଜୁନ୍ ୯) ନୂତନ ଏନଡିଏ ମିଳିତ ସରକାରର ୭୧ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ତିରିଶ ଜଣ କ୍ୟାବିନେଟ ମନ୍ତ୍ରୀ, ପାଞ୍ଚଜଣଙ୍କ ସ୍ୱାଧୀନ ଦାୟିତ୍ୱ ଏବଂ ୩୬ ଜଣ ରାଜ୍ୟ ମନ୍ତ୍ରୀ ଅଟନ୍ତି।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ମୁତାବକ, ନୀତିନ ଗଡକରୀଙ୍କୁ ପୁଣିଥରେ ସଡକ ପରିବହନ ବିଭାଗର ମନ୍ତ୍ରୀପଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହିପରି ଅମିତ ଶାହାଙ୍କୁ ପୁଣିଥରେ ସ୍ୱରାଷ୍ଟ୍ର ବିଭାଗ ଏବଂ ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ରହିଛି । ଏଥିସହ ଅଜୟ ଟମଟା ଏବଂ ହର୍ଷ ମଲହୋତ୍ରାଙ୍କୁ ସଡକ ପରିବହନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ।
ରେଳମନ୍ତ୍ରୀ ଭାବେ କାମ କରୁଥିବା ଅଶ୍ୱିନୀ ବୈଷବ ଏଥର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଇଛନ୍ତି। ବିଜେପିର ଚାଣକ୍ୟ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦାୟିତ୍ୱ ପୁଣି ପାଇଛନ୍ତି।
କ୍ୟାବିନେଟ ମନ୍ତ୍ରୀ
୧- ରାଜନାଥ ସିଂହ(ବିଜେପି)- ପ୍ରତିରକ୍ଷା
୨- ଅମିତ ଶାହ(ବିଜେପି)- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
୩- ନୀତୀନ ଗଡ଼କରୀ(ବିଜେପି) – ସଡ଼କ ଓ ପରିବହନ ମନ୍ତ୍ରଣାଳାୟ
୪- ଜେପି ନଡ୍ଡା (ବିଜେପି)
୫- ଶିବରାଜ ସିଂହ ଚୌହାନ(ବିଜେପି)- କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ
୬- ନିର୍ମଳା ସୀତାରମଣ(ବିଜେପି)- ଅର୍ଥ ମନ୍ତ୍ରଣାଳୟ
୭- ଏସ ଜୟଶଙ୍କର(ବିଜେପି)- ବୈଦେଶିକ ବ୍ୟାପାର
୮- ଧର୍ମେନ୍ଦ୍ର ପ୍ରଧାନ(ବିଜେପି)
୯- ମନୋହର ଲାଲ ଖଟ୍ଟର (ବିଜେପି)- ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ
୧୦- ଏଚଡି କୁମାରସ୍ୱାମୀ(ଜେଡିଏସ୍)
୧୧- ପୀୟୂଷ ଗୋଏଲ(ବିଜେପି)
୧୨- ଜିତନ ରାମ ମଞ୍ଝୀ (ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା)- ଏମଏସ୍ଏମଇ
୧୩- ଲଲନ ସିଂହ (ଜେଡିୟୁ)
୧୪- ସର୍ବାନନ୍ଦ ସୋନେୱାଲ (ବିଜେପି)
୧୫- ବୀରେନ୍ଦ୍ର କୁମାର(ବିଜେପି)
୧୬- ରାମ ମୋହନ ନାଇଡୁ କିଞ୍ଜରାପ୍ପୁ (ଟିଡିପି)
୧୭- ପ୍ରହ୍ଲାଦ ଯୋଶୀ(ବିଜେପି)
୧୮- ଜୁଏଲ ଓରାମ(ବିଜେପି)
୧୯- ଗିରିରାଜ ସିଂହ(ବିଜେପି)
୨୦- ଅଶ୍ୱିନୀ ବୈଷ୍ଣବ(ବିଜେପି)- ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
୨୧- ଜ୍ୟୋତିରାଦିତ୍ୟ ସିନ୍ଦିଆ(ବିଜେପି)
୨୨- ଭୂପେନ୍ଦ୍ର ଯାଦବ(ବିଜେପି)
୨୩- ଗଜେନ୍ଦ୍ର ସିଂହ ଶିଖାୱତ(ବିଜେପି)
୨୪- ଅନପୂର୍ଣ୍ଣା ଦେବୀ(ବିଜେପି)
୨୫- କିରଣ ରିଜିଜୁ(ବିଜେପି)
୨୬- ହରଦୀପ ସିଂହ ପୁରୀ(ବିଜେପି)
୨୭- ମନସୁଖ ମାଣ୍ଡଭୀୟ(ବିଜେପି)
୨୮- ଜି କିଶନ ରେଡ୍ଡୀ(ବିଜେପି)
୨୯- ଚିରାର ପାଶୱାନ(ରାମ ବିଲାଶ)
୩୦- ସିଆର ପାଟିଲ(ବିଜେପି) ଭାବେ ଶପଥ ନେଇଛନ୍ତି।
୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)
୧- ରାଓ ଇନ୍ଦରଜିତ(ବିଜେପି)
୨-ଜିତେନ୍ଦ୍ର ସିଂହ (ବିଜେପି)
୩- ଅର୍ଜୁନ ରାମ ମେଘୱାଲ(ବିଜେପି)
୪- ପ୍ରତାପ ରାଓ ଗଣପତି ରାଓ ଯାଦବ(ଶିବସେନା)
୫- ଜୟନ୍ତ ଚୌଧୁରୀ(ଆରଏଲଡି)
ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକା
୧- ଜିତିନ ପ୍ରସାଦ(ବିଜେପି)
୨- ଶ୍ରୀପଦ ନାଏକ(ବିଜେପି)- ଶକ୍ତି ଓ ସହରାଞ୍ଚଳ ବିକାଶ
୩- ପଙ୍କଜ ଚୌଧୁରୀ(ବିଜେପି)
୪- କ୍ରିଷ୍ଣ ପଲ ଗୁରଜାର (ବିଜେପି)
୫- ରାମଦାସ ଅଠାୱାଲେ(ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ)
୬- ନିତ୍ୟାନନ୍ଦ ରାଏ(ବିଜେପି)
୭- ଅନୁପ୍ରିୟା ପଟେଲ(ଆପନା ଦଳ)
୮- ଭି ସୋମନ୍ନା(ବିଜେପି)
୯- ଚନ୍ଦ୍ର ଶେଖର ପେମ୍ମାସାନି(ଟିଡିପି)
୧୦- ଏସ୍ପି ସିଂହ ବଘେଲ(ବିଜେପି)
୧୧- ଶୋଭା କରନ୍ଦାଲାଜେ(ବିଜେପି)
୧୨- ବିଏଲ ବର୍ମା(ବିଜେପି)
୧୩- ଶାନ୍ତନୁ ଠାକୁର(ବିଜେପି)
୧୪-ସୁରେଶ ଗୋପି(ବିଜେପି)
୧୫- ଏଲ ମୁରଗାନ(ବିଜେପି)
୧୬- ଅଜୟ ଟାମଟା(ବିଜେପି)- ସଡ଼କ ଓ ପରିବହନ ମନ୍ତ୍ରଣାଳାୟ
୧୭- ବନ୍ଦି ସଞ୍ଜୟ କୁମାର(ବିଜେପି)
୧୮-କମଲେଶ ପାଶ୍ୱାନ(ବିଜେପି)
୧୯- ଭାଗୀରଥ ଚୌଧୁରୀ (ବିଜେପି)
୨୦- ସତୀଶ ଦୁବେ (ବିଜେପି)
୨୧- ସଞ୍ଜୟ ସେଠ(ବିଜେପି)
୨୨-ରବନୀତ ସିଂହ ବିଟ୍ଟୁ(ବିଜେପି)
୨୩- ଦୁର୍ଗାଦାସ ଉଇକି(ବିଜେପି)
୨୪- ରକ୍ଷା ଖଡସେ(ବିଜେପି)
୨୫- ଶୁକାନ୍ତ ମଜମୁଦର(ବିଜେପି)
୨୬- ସାବିତ୍ରୀ ଠାକୁର(ବିଜେପି)
୨୭- ତୋଖନ ସାହୁ(ବିଜେପି)
୨୮- ରାଜଭୂଷଣ ଚୌଧୁରୀ (ବିଜେପି)
୨୯- ଭୂପତି ରାଜୁ ଶ୍ରୀନିବାସ ବର୍ମା(ବିଜେପି)
୩୦- ହର୍ଷ ମାଲହୋତ୍ରା(ବିଜେପି)- ସଡ଼କ ଓ ପରିବହନ ମନ୍ତ୍ରଣାଳାୟ
୩୧- ନିମୁବେନ ବାମଭାଣିୟା (ବିଜେପି)
୩୨- ମରୁଲୀଧର ମୋହର(ବିଜେପି)
୩୩- ଜର୍ଜ କୁରିୟନ(ବିଜେପି)
୩୪- ପବିତ୍ର ମାର୍ଗେରିଟା
୩୫- ରାମନାଥ ଠାକୁର (ଜେଡିୟୁ)
୩୬- କୀର୍ତ୍ତି ବର୍ଦ୍ଧନ ସିଂହ(ବିଜେପି)