Pratidin TV

Odisha's Digital News Platform

ମୋକିମ ହରାଇଲେ ବିଧାୟକ ପଦ ,ନିର୍ବାଚନ ପୂର୍ବରୁ ହାଇକୋର୍ଟର ବଡ ଝଟ୍‌କା…

1 min read

କଟକ ; କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ବିଧାୟକ ପଦକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଦାଖଲ ମାମଲାର ଶୁଣାଣୀ କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ୨୦୧୯ ରେ ହୋଇଥିବା ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ କରିଥିଲେ ଦେବାଶିଷ । ଏ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଦେବାଶିଷ ସାମନ୍ତରାୟ । ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସମ୍ପର୍କରେ ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିନଥିଲେ । ତେବେ ସେ ମିଥ୍ୟା ସତ୍ୟପାଠ ଦାଖଲ କରି ନିର୍ବାଚନ ଲଢ଼ିଛନ୍ତି ବୋଲି ଅଭିଯୋଗ କରିଥିଲେ ଦେବାଶିଷ ।

କଟକ ସହରବାସୀଙ୍କୁ ମହମ୍ମଦ ମୋକିମ ଭୁଆଁ ବୁଲେଇଛନ୍ତି ବୋଲି ଦେବାଶିଷ ସାମନ୍ତରାୟ କହିଥିବା ବେଳେ ମୁଁ କଟକବାସୀଙ୍କ ସହ ଅଛି ଆଉ ରହିବି ବୋଲି କହିଛନ୍ତି ମହମ୍ମଦ ମୋକିମ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ବିଧାୟକ ପଦକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଦାଖଲ ମାମଲାର ଶୁଣାଣୀ କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ୨୦୧୯ ରେ ହୋଇଥିବା ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ କରିଥିଲେ ଦେବାଶିଷ । ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଦେବାଶିଷ ସାମନ୍ତରାୟ ।

Advertisement

ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସମ୍ପର୍କରେ ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିନଥିଲେ । ତେବେ ସେ ମିଥ୍ୟା ସତ୍ୟପାଠ ଦାଖଲ କରି ନିର୍ବାଚନ ଲଢ଼ିଛନ୍ତି ବୋଲି ଅଭିଯୋଗ କରିଥିଲେ ଦେବାଶିଷ । କଟକ ସହରବାସୀଙ୍କୁ ମହମ୍ମଦ ମୋକିମ ଭୁଆଁ ବୁଲେଇଛନ୍ତି ବୋଲି ଦେବାଶିଷ ସାମନ୍ତରାୟ କହିଥିବା ବେଳେ ମୁଁ କଟକବାସୀଙ୍କ ସହ ଅଛି ଆଉ ରହିବି ବୋଲି କହିଛନ୍ତି ମହମ୍ମଦ ମୋକିମ ।

Leave a Reply

Your email address will not be published. Required fields are marked *