Pratidin TV

Odisha's Digital News Platform

ଦୁର୍ଗା ପୂଜାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଛାଡ଼ ହେଲା ପୂଜା ପେଣ୍ଡାଲର ଭଡ଼ା..

1 min read

ଝଲସୁଛି ପୂଜା ମଣ୍ଡପ। ସଜେଇ ହୋଇଛି ଗାଁଠୁ ସହର। ଜଗତ ଜନନୀ ମାଆ ଦୁର୍ଗାଙ୍କ ପୂଜାକୁ ନେଇ ଚଳଚଂଚଳ ପୂରପଲ୍ଲୀ। ଆଜି ପୀଠରେ ନବମୀ ପୂଜା ହେଉଥିବା ବେଳେ ମଣ୍ଡପରେ ଅଷ୍ଟମୀ ପୂଜା ରହିଛି। ସବୁଠି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ। ଆଧ୍ୟାତ୍ମିକ ଓ ଉତ୍ସାହର ଅନୁଭୂତି ନେବା ପାଇଁ ଭକ୍ତଂକ ଭିଡ ଜମିଛି।

ଏହି ପବିତ୍ର ଉତ୍ସବରେ ସାରା ରାଜ୍ୟର ଦୁର୍ଗା ପୂଜା ପେଣ୍ଡାଲ ଭଡ଼ା ଛାଡ଼ ଛାଡ଼ କଲେ ମୁଖ୍ୟମନ୍ତ୍ରୀ। ପେଣ୍ଡାଲ ଭଡ଼ା ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିଷ୍ପତି ଘୋଷଣା କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *