Pratidin TV

Odisha's Digital News Platform

ପିଲାଟି ଦିନରୁ ବାପାଙ୍କୁ ଛିଡା ହେବାର ଦେଖିନଥିଲେ ମୋନାଲିସା , ସଂଘର୍ଷ ଭିତରେ ବନିଲେ OAS ।

1 min read

୪୪୦ ର‌।ଙ୍କ୍ ରଖି OAS କ୍ରାକ୍ କରିଥିବା ମୋନାଲିସାଙ୍କ ସଂଘର୍ଷ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବ ନାହିଁ । ପିଲାଟି ଦିନରୁ ବାପାଙ୍କ ହାତ ଛାଡି ମାଙ୍କ ସହ ସଂଘର୍ଷ କରିଥିଲେ । ଆଉ ଆଜି ତାର ଫଳାଫଳ ମିଳିଛି । ପିଲାଟି ଦିନରୁ ରୋଗରେ ବାପା ସଜ୍ୟାସାୟୀ ତଥାପି ଏଭଳି ପରିସ୍ଥିତିରେ ହାର ନମାନି ଝିଅ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଭୁବନେଶ୍ୱରର ମୋନାଲିସା ସାହୁ ।

Advertisement

Leave a Reply

Your email address will not be published. Required fields are marked *