Pratidin TV

Odisha's Digital News Platform

ମା ଯାଇଥିଲା ବଜାର , ଝିଅର ଗୋଡ଼ ହାତ ବାନ୍ଧି ଘରେ କଳାକନା ବୁଲାଇଲେ ଦୁର୍ବୁତ ।

ବରଗଡ଼ ଭଟଲି ଛକ ସ୍ଥିତ ନିଗମାନନ୍ଦ ବିହାର ରେ ସନ୍ଧ୍ୟା ସାତଟା ସମୟରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୩୦ ହଜାର ଟଙ୍କା ଚୋରି ଘଟଣା ସାମ୍ନାକୁ ଆସିଛି ।ଘର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘର ଭିତରେ ପଶି ଝିଅକୁ ଏକାକି ଦେଖି ପାଟି ଓ ହାତ ବାନ୍ଧି ଚେୟାରରେ ବାନ୍ଧି କଳା କନା ବୁଲାଇଲେ ଚୋର । ସୂଚନା ପାଇ ଘଟଣା ସ୍ଥଳରେ ବରଗଡ଼ ଟାଉନ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ଗୁରୁବାର ସନ୍ଧ୍ୟାରେ ସମୟରେ ସ୍ବର୍ଗତ ଦିଲିପ ସାହୁଙ୍କ ସ୍ତ୍ରୀ ରିତା ଓ ସାନ ଝିଅ ସୃତି ମାର୍କେଟିଙ୍ଗ ପାଇଁ ଭଟଲି ଛକ କୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦୁଇ ଜଣ ଦୁର୍ବୁତ ଘରକୁ ଆସି ପ୍ରଥେମେ କଲିଙ୍ଗ ବେଲ ମାରିଥିଲେ । ବଡ଼ ଝିଅ ସୁଚିସ୍ମିତା କବାଟ ଖୋଲିବା ମାତ୍ରେ ଘର ଭିତରକୁ ଦୁଇଜଣ ଅଜଣା ଯୁବକ ପଶି ତାଙ୍କର ହାତ ଗୋଡ଼ ବାନ୍ଧି ଏପରି ଘଟଣା ଘଟାଇଥିବା ନେଇ କହିଛନ୍ତି ଝିଅ ସୁଚିସ୍ମିତା ଓ ତାଙ୍କ ମା ରିତା । ରିତା ସାହୁଝିଅର ଗୋଡ଼ ହାତ ବାନ୍ଧି କଳାକନା ବୁଲାଇଲେ ଦୁଇ ଦୁର୍ବୁତ ।ବରଗଡ଼ ଟାଉନ ପୋଲିସର ଛାନ ଭିନ ଜାରି ।

ବରଗଡ଼ ଭଟଲି ଛକ ସ୍ଥିତ ନିଗମାନନ୍ଦ ବିହାର ରେ ସନ୍ଧ୍ୟା ସାତଟା ସମୟରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୩୦ ହଜାର ଟଙ୍କା ଚୋରି । ଘର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘର ଭିତରେ ପଶି ଝିଅକୁ ଏକାକିଦେଖି ପାଟି ଓ ହାତ ବାନ୍ଧି ଚେୟାରରେ ବାନ୍ଧି କଳା କନା ବୁଲାଇଲେ ଚୋର ।ଘଟଣା ସ୍ଥଳରେ ବରଗଡ଼ ଟାଉନ ପୋଲିସ ପହଁଚି ଆରମ୍ଭ କରିଛି ତଦନ୍ତ ।

Leave a Reply

Your email address will not be published. Required fields are marked *