Pratidin TV

Odisha's Digital News Platform

ହତ୍ୟା ଅଭିଯାଗ ଆଣିଲେ ପରିବାର: ଯୌତୁକ ଦାବିରେ ହତ୍ୟା ସନ୍ଦେହ

କେନ୍ଦ୍ରାପଡା : ଚାନ୍ଦବାଲି ବ୍ଲକ ଅନ୍ତଗତ ମେଢୁଆଳ ଗ୍ରାମର ଉର୍ମିଳା ସେଠି ରାଜକନିକା କୁସୁନୁରପୁର ନୋଡାଲ ଉପ୍ରା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ।୨୦୧୨ ମସିହାରେ ରାଜକନିକା ଜୟନଗର ପଞ୍ଚାୟତ ଖୁଣ୍ଟା ଗ୍ରାମର ଅଭୟ କୁମାର ସେଠିଙ୍କୁ ବିବାହ କରିଥିଲେ । ଗତକାଲି ରାତିରେ ରାଜକନିକା ଥାନାକୁ ଝିଅକୁ ମାରିଦିଆଯାଇ ଥିବା ଅଭିଯୋଗ ନେଇ ଆସିଥିଲେ ବାପଘର ଲୋକ । ପରେ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ତଦନ୍ତ କରୁଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *