Pratidin TV

Odisha's Digital News Platform

ସମ୍ବଲପୁରରେ ନବୀନ ପଚାରିଲେ ଧମେନ୍ଦ୍ରଙ୍କୁ ପ୍ରଶ୍ନ , କହିଲେ ମା ମାନଙ୍କୁ ଉତ୍ତର ଦିଅ ?

ଓଡିଶାରେ ଚାଲିଛି ଜୋରଦାର ପ୍ରଚାର । ନିଜ ନିଜ ଦଳ ପାଇଁ ପ୍ରଚାରରେ ମାତିଛନ୍ତି ତୁଙ୍ଗ ନେତା । ଓଡିଶା ଉପରେ ରାଜ୍ କରିବାକୁ ତୁହାକୁ ତୁହା ଆସୁଛନ୍ତି ବିଜେପି ନେତା , ତେବେ ଏସବୁ ଭିତରେ ବିଜେଡି ଦଳର ପ୍ରୟାସ ମଧ୍ୟ ଜୋରଦାର ଚାଲିଛି । ସମ୍ଭଲପୁର ଗସ୍ତରେ ଯାଇ ସୁପ୍ରିମୋ ବିଜେପିକୁ କିଛି ପଶ୍ନ ପଚାରିଛନ୍ତି । ବୋଧହୁଏ ଯାହାର ଉତ୍ତର ନାହିଁ ବିରୋଧୀ ଙ୍କ ପାଖେ । ଓଡିଶାର ମା ମାନଙ୍କ ପାଇଁପ୍ରସ୍ନ କରିଛନ୍ତି ନବୀନ । ତେଲ ଓ ଗ୍ୟ।ସ୍‌ର ଦରକୁ ନେଇ ବିଜେପିକୁ କରିଛନ୍ତି ର୍ଟାଗେଟ୍ ।

Leave a Reply

Your email address will not be published. Required fields are marked *