Pratidin TV

Odisha's Digital News Platform

ସମସ୍ତେ ଶଙ୍ଖରେ ବାଡାଉଛନ୍ତି , କାର୍ତ୍ତିକର କର୍ମ ଓ ପରିଶ୍ରମରେ ବିଶ୍ୱାସ, ନବୀନ ପୁରା ଓଡ଼ିଶା ଜିତିବେ ।

ଗଣମାଧ୍ୟମ ସାମ୍ନାରେ ବିଜେପି ଉପରେ ରଡିଲେ ସୁର କହିଲେ ଡରରେ ଧାରଣାରେ ବସିଛନ୍ତି ମୋଦି । ଆମ ସମୟରେ ୫୦୦ ଥିଲା ଗ୍ୟାସ୍ । ମା ଭଉଣୀଙ୍କୁ ମାଗଣା ଗ୍ୟାସ୍ ଦେବାକୁ କହିଥିଲେ କୁଆଡେ ଗଲେ ସେ ପ୍ରତିଶୃତି । ଗୋଟେ ସମୟରେ ୭୦ ଟଙ୍କା ଡିଜେଲ ଥିଲା ଆଉ ଏବେ ଆକାଶ ଛୁଆଁ । ଚାଉଳ,ଡାଲି ,ମସଲା ପରିବା ସବୁ ଦର ଆକାଶଛୁଆଁ । ଲୋକେ କେମିତି ବିଶ୍ୱାସ କରିବେ । କାର୍ତ୍ତିକର କର୍ମ ଓ ପରିଶ୍ରମରେ ବିଶ୍ୱାସ ଅଛି ନବୀନ ଗଡ ହାତେଇବେ ଆଉ ୯ ତାରିଖରେ ଶପଥ ନେବେ ।

Leave a Reply

Your email address will not be published. Required fields are marked *