Pratidin TV

Odisha's Digital News Platform

ହିଞ୍ଜିଳିରୁ ଜିତିଲେ ନବୀନ ..

1 min read

ଚାଲିଛି ଭୋଟ ଗଣତି । ବଦଳିଯାଇଛି ରାଜନୈତିକ ସମୀକରଣ । ରାଜ୍ୟର ୧୪୭ଟି ବିଧାନସଭା ଆସନରେ କିଏ ବାଜିମାତ୍ କରିବ ତାହାକୁ ନେଇ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଥିଲା । ସାରା ଓଡିଶା ବାସୀଙ୍କ ଆଶା କରିଥିଲେ ପୁଣିଥରେ ନବୀନ ସରକାର ଗଢିବେ । ହେଲେ ନିର୍ବାଚନର ଫଳାଫଳ ସତେ ଯେମିତି ସବୁକିଛି ବଦଳାଇ ଯାଇଛି ।

ତେବେ ବର୍ତ୍ତମାନର ରିପୋର୍ଟ ମୁତାବକ, ହିଞ୍ଜିଳରେ ବିଧାନସଭା ଆସନରେ ବହୁମତରେ ବିଜୟ ହାସଲ କରିଲେ ନବୀନ ପଟ୍ଟନାୟକ । 4393 ରେ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେଡ଼ି ସୁପ୍ରିମୋ । ଏହି ଆସନରେ ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ର ପ୍ରତିଦ୍ୱନ୍ଦିତା କରୁଥିଲେ । ହେଲେ ତାଙ୍କୁ ଏହି ଆସନରେ ନିରାଶ ହେବାକୁ ପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *