Pratidin TV

Odisha's Digital News Platform

କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା , କଣ୍ଟାବାଞ୍ଜିରୁ ନବୀନ ଖୋଲିଲେ ପୋଲ୍ ।

କାଲି ବଲାଙ୍ଗିର ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନବୀନଙ୍କୁ ତୀବ୍ର ସମାଲୋଚନା କରିବା ସହିତ ତାଙ୍କୁ ଏକ ଚ୍ୟାଲେଞ୍ଜ ଦେଇଥିଲେ ପ୍ରଧାନମନ୍ତ୍ରୀ । ତେବେ ଆଜି କଣ୍ଟାବାଞ୍ଜିରେ ପହଞ୍ଚି ଲୋକଙ୍କୁ ସମ୍ଭୋଧନା କରିଥଲେ ମୁଖ୍ୟମନ୍ତ୍ରୀ । ଏହାପରେ ନବୀନ ଙ୍କ ନାଁରେ ଛୁଟିଥିଲା ଜିନ୍ଦାବାଦ୍‌ର ସ୍ୱର । ଯାହା କଣ୍ଟାବାଞ୍ଜିରେ ବିଜେଡିର ପ୍ରଧାନ୍ୟତାକୁ ଦର୍ଶାଇଛି । ତାପରେ ବିଜେପିକୁ ର୍ଟାଗେଟ୍ କରି ନବୀନ କହିଥିଲେ ଯେ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି । ବିଜେଡିକୁ ବଦ୍‌ନାମ୍ କରିବାକୁ ଚାହୁଁଛି । ଜୁନ୍ ମାସରୁ ଆମେ ବିଜୁଳି ବିଲ୍ ମ।ଗଣା କରୁଛୁ କିନ୍ତୁ ବିଜେପି ….

Leave a Reply

Your email address will not be published. Required fields are marked *